ନେପାଳ-ଭାରତ ସୀମାରେ ବଢୁଛି ମସଜିଦ ସଂଖ୍ୟା : ସତର୍କ କରାଇଲା ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ନେପାଳକୁ ଲାଗିଥିବା ଉତ୍ତରପ୍ରଦେଶର ୧୫ କିଲୋମିଟର ସୀମାରେ ମସଜିଦ ଏବଂ ମଦ୍ରାସା ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସଶସ୍ତ୍ର ସୀମା ବଳ ବା ଏସଏସବି ସତର୍କ କରାଇଛି। ଏସଏସବି ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୧୮ ମସିହାରେ ୭୩୮ଟି ମସଜିଦ ଥିବାବେଳେ ୨୦୨୧ ସୁଦ୍ଧା ମସଜିଦ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି। ସେହିପରି ଏଠାରେ ଥିବା ମଦ୍ରାସା ସଂଖ୍ୟା ୫୦୦ ରୁ ୬୪୫ କୁ ବୃଦ୍ଧି ପାଇଛି। ନେପାଳ ସହିତ … Continue reading ନେପାଳ-ଭାରତ ସୀମାରେ ବଢୁଛି ମସଜିଦ ସଂଖ୍ୟା : ସତର୍କ କରାଇଲା ସୁରକ୍ଷା ବାହିନୀ